Hockey World Cup 2023: ଇଂଲଣ୍ଡକୁ କଡା ଟକ୍କର ଦେଲା ଭାରତ, ପ୍ରଶଂସକଙ୍କ ଗହଣରେ ଖୁସିର ମାହୋଲ

By

Published : Jan 15, 2023, 10:58 PM IST

Updated : Feb 3, 2023, 8:39 PM IST

thumbnail

ରାଉରକେଲା: ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଟିଏ ମଧ୍ୟ ଗୋଲ୍‌ କରିପାରି ନଥିଲେ । ଫଳରେ ଏହି ହାଇଭୋଲଟେଜ ମ୍ୟାଚ ଅମିମାଂସିତ ରହିଛି । ତେବେ ଭାରତୀୟ ହକି ଦଳର ପ୍ରଦର୍ଶନକୁ ବେଶ ଉପଭୋଗ କରିଛନ୍ତି ଦର୍ଶକ । ଭାରତ ହାର ନମାନି ଇଂଲଣ୍ଡକୁ କଡା ଟକ୍କର ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଶଂସକ । ତେବେ ଏନେଇ ଭାରତୀୟ ପ୍ରଶଂସକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାଉରକେଲା ସମ୍ବାଦଦାତା ସ୍ମୃତିରଞ୍ଜନ ବେହେରା ।

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.