ଦୀପିକା ଦିନେଶ ବିବାଦ: ପୁଅକୁ ବାପାର ପରିଚୟ ମିଳିଲେ ଧାରଣାରୁ ଉଠିବି କହିଲେ ଦୀପିକା - ପୁଅକୁ ବାପାର ପରିଚୟ ମିଳିଲେ ଧାରଣାରୁ ଉଠିବି
🎬 Watch Now: Feature Video
ବ୍ରହ୍ମପୁର: ଦୀପିକା ଦିନେଶ ବିବାଦ ମାମଲା । ପୁଅକୁ ବାପାର ପରିଚୟ ଦେବା ପାଇଁ ଦୀର୍ଘ ୬୬ ଦିନ ହେବ ବ୍ରହ୍ମପୁର ଦେଶୀ ବେହେରା ସାହିରେ ଧାରଣାରେ ବସିଛନ୍ତି ଦୀପିକା । ଏନେଇ ଦୀପିକାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ
Last Updated : Feb 3, 2023, 8:29 PM IST