thumbnail

By

Published : Dec 14, 2022, 10:09 PM IST

Updated : Feb 3, 2023, 8:35 PM IST

ETV Bharat / Videos

India-China clash: ଜମ୍ମୁରେ ଚୀନ ବିରୋଧୀ ପ୍ରଦର୍ଶନ, ଜାଳିଲେ ଜିନପିଙ୍ଗଙ୍କ ଫଟୋ

ହାଇଦ୍ରାବାଦ: ଅରୁଣାଚଳ ପ୍ରଦେଶରେ ଚୀନ ସେନାର ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ ଓ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହେବା ଘଟଣାରେ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜମ୍ମୁରେ ଆଜି ଚୀନ ବିରୋଧୀ ପ୍ରତିବାଦ ଦେଖିବାକୁ ମିଳିଛି । ଜମ୍ମୁ ଓ୍ବେଷ୍ଟ ଆସେମ୍ବ୍ଲି ମୁଭମେଣ୍ଟ ଅଧ୍ୟକ୍ଷ ସୁନିଲ ଡିମ୍ବଲଙ୍କ ନେତୃତ୍ବରେ ଆଜି ଶତାଧିକ କାର୍ମୀ ଏହି ପ୍ରତିବାଦ କରିଥିଲେ (Jammu west assembly movement)। ଚୀନ ରାଷ୍ଟ୍ରପତି ସି ଜନିପିଙ୍ଗଙ୍କ ଫଟୋ ଓ ଚୀନ ଜାତୀୟ ପତାକା ଦାହ କରି କର୍ମୀମାନେ ଚୀନ ବରୋଧୀ ସ୍ଲୋଗାନ ଦେଇଥିଲେ । ସେହିପରି ଇଣ୍ଡିଆନ ଆର୍ମି ଜିନ୍ଦାବାନ୍ଦ ନାରା ମଧ୍ୟ ଲଗାଇଥିଲେ ବିକ୍ଷୋଭକାରୀ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.