ETV Bharat / state

ଗାନ୍ଧୀ ଜୟନ୍ତୀରେ ଖାଁ ଖାଁ ସ୍ୱରାଜ ଆଶ୍ରମ - କଟକ ନ୍ୟୁଜ

ବର୍ତ୍ତମାନ ବିଶ୍ବରେ କୋଭିଡ -19ର କାୟା ବଳବତ୍ତର ରହିଥିବାରୁ ଏହି ଦିନରରେ ଖାଁ ଖାଁ ଲାଗୁଛି ଗାନ୍ଧୀ ପୀଠ । ତେବେ କଟକର ପ୍ରମୁଖ ସ୍ବରାଜ ଆଶ୍ରମ ଆଜି ସମ୍ପୂର୍ଣ ରୂପେ ଶୂନଶାନ ପରିଲକ୍ଷିତ ହୋଇଛି ।

ଗାନ୍ଧୀ ଜୟନ୍ତୀରେ ଖାଁ ଖାଁ ସ୍ୱରାଜ ଆଶ୍ରମ
ଗାନ୍ଧୀ ଜୟନ୍ତୀରେ ଖାଁ ଖାଁ ସ୍ୱରାଜ ଆଶ୍ରମ
author img

By

Published : Oct 2, 2020, 2:31 PM IST

କଟକ: ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ । ସାରା ଦେଶରେ ଆଜିର ଦିନକୁ ବେଶ ଧୁମଧାମରେ ପାଳନ କରାଯାଇଥାଏ । ଏପରିକି ଗାଁ ଠୁ ସହର ସବୁ ସ୍ଥାନରେ ଆଜିର ପବିତ୍ର ଦିନର ରହିଛି ମହତ୍ତ୍ବ । ହେଲେ ବର୍ତ୍ତମାନ ବିଶ୍ବରେ କୋଭିଡ -19ର କାୟା ବଳବତ୍ତର ରହିଥିବାରୁ ଏହି ଦିନରରେ ଖାଁ ଖାଁ ଲାଗୁଛି ଗାନ୍ଧୀ ପୀଠ । ତେବେ କଟକର ପ୍ରମୁଖ ସ୍ବରାଜ ଆଶ୍ରମ ଆଜି ସମ୍ପୂର୍ଣ ରୂପେ ଶୂନଶାନ ପରିଲକ୍ଷିତ ହୋଇଛି ।

ଗାନ୍ଧୀ ଜୟନ୍ତୀରେ ଖାଁ ଖାଁ ସ୍ୱରାଜ ଆଶ୍ରମ

ଗତବର୍ଷ 150 ତମ ଗାନ୍ଧୀ ଜୟନ୍ତୀ ବେଶ ଧୂମଧାମରେ ପାଳନ ହୋଇଥିଲା । ହେଲେ ଚଳିତବର୍ଷ କୋରୋନା ପାଇଁ ସବୁ କିଛି ବନ୍ଦ ରହିଛି । ବିନା ମାସ୍କରେ କାହାକୁ ବି ଆଶ୍ରମ ପରିସରକୁ ଆସିବାକୁ ବାରଣ କରାଯାଇଛି । ଏହା ବ୍ୟତୀତ ସାମଜିକ ଦୂରତ୍ବକୁ ବି ଦିଆଯାଉଛି ଗୁରୁତ୍ବ । ଅନ୍ୟପଟେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନିର୍ମାଣ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.