ETV Bharat / city

ସର୍ବଦଳୀୟ ବୈଠକ ବିଫଳ, ଗୁରୁବାର ପୁଣି ଆଲୋଚନା

author img

By

Published : Mar 17, 2021, 7:57 PM IST

ସର୍ବଦଳୀୟ ବୈଠକ ବିଫଳ । ଶାସକ ବିରୋଧୀ ନିଜ ନିଜ ଜିଦରେ ଅଟଳ । ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ବିରୋଧୀଙ୍କ ଦାବି । ଅଧିକ ପଢନ୍ତୁ...

The all-party meeting failed talks will resume tomorrow
ସର୍ବଦଳୀୟ ବୈଠକ ବିଫଳ, କାଲି ପୁଣି ହେବ ଆଲୋଚନା

ଭୁବନେଶ୍ବର: ସର୍ବଦଳୀୟ ବୈଠକ ବିଫଳ । ଶାସକ ବିରୋଧୀ ନିଜ ନିଜ ଜିଦରେ ଅଟଳ । ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ବିରୋଧୀଙ୍କ ଦାବି ।

ବଜେଟ ଅଧିବେଶନର ପଞ୍ଚମ ଦିନରେ ଗୃହକାର୍ଯ୍ୟ ଅଚଳାବସ୍ଥା ଜାରି ରହିଛି । ଆଜି ଗୃହ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିନାହିଁ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ସବୁ ଦଳ ନିଜ ନିଜ ଦାବି ରଖୁଛନ୍ତି । କ୍ଷମା ପ୍ରସଙ୍ଗ ବି ଉଠୁଛି । ସବୁଦିନ ସବୁଦଳ କିଛି କିଛି ପରାମର୍ଶ ଦେଉଛନ୍ତି । ଆସନ୍ତାକାଲି ପୁଣିଥରେ ବୈଠକ ବସି ଆଲୋଚନା ହେବ ।

ସେପଟେ ଶାସକ ଦଳ ଯୁକ୍ତି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁ ପ୍ରସଙ୍ଗରେ କାହିଁକି କହିବେ ସଂସଦରେ କଣ ସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରଥମେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ ଦାବି କଲେ ଶାସକ ଦଳ ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.