ETV Bharat / city

ଆସିଲା କ୍ଳାସରୁମରେ ପଠାପଢ଼ା ସମୟ ସୀମା

author img

By

Published : Feb 4, 2022, 7:22 PM IST

କେତେ ସମୟ କ୍ଲାସ ହେବ ସେନେଇ ବିଜ୍ଞପ୍ତି ପ୍ରକାଶ । ୧୪ ତାରିଖରୁ ସ୍କୁଲ୍ ଖୋଲୁଥିବା ବେଳେ ସମୟସୀମା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ପ୍ରକାଶ ପାଇଲା କ୍ଳାସରୁମରେ ପଠାପଢ଼ା ସମୟସୀମା
ପ୍ରକାଶ ପାଇଲା କ୍ଳାସରୁମରେ ପଠାପଢ଼ା ସମୟସୀମା

ଭୁବନେଶ୍ବର: ସ୍କୁଲ୍ ଖୋଲିବା ପରେ କେତେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢିବେ ସେନେଇ ସମୟ ସୀମା ପ୍ରକାଶ ପାଇଲା । କେତେ ସମୟ ଛାତ୍ରଛାତ୍ରୀ ସ୍କୁଲରେ ରହିବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶ ପାଇଲା କ୍ଳାସରୁମରେ ପଠାପଢ଼ା ସମୟସୀମା
ପ୍ରକାଶ ପାଇଲା କ୍ଳାସରୁମରେ ପଠାପଢ଼ା ସମୟସୀମା
ଏହା ମଧ୍ୟ ପଢନ୍ତୁ:- ଆସନ୍ତା 7 ତାରିଖରୁ ଖୋଲିବ ସ୍କୁଲ କଲେଜ: ମୁଖ୍ୟ ଶାସନ ସଚିବ

ଆସନ୍ତା 7 ଓ 14 ରୁ ଶିକ୍ଷାନୁଷ୍ଠାନରେ ପାଠପଢା ଯିବ । ଦିନ 10 ରୁ 1ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ହେବାକୁ ଥିବାବେଳେ ଦିନ 10 ରୁ 4 ଟା ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ପାଠପଢା ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଏସପିଓ, ବିଏସଇ, ସିଏଚଏସଇଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.