TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର
ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
![TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର](https://etvbharatimages.akamaized.net/etvbharat/prod-images/768-512-16839168-thumbnail-3x2-top.jpg?imwidth=3840)
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
1. ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ
2. ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ ବେଶ
3. ହିମାଚଳ ବିଧାନସଭା ନିର୍ବାଚନ: ୧ ଲକ୍ଷ ଚାକିରି ପ୍ରତିଶ୍ରୁତି ଦେଲା କଂଗ୍ରେସ
4. ବାପାମାଆ ଓ ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଯୁବକଙ୍କ ଆତ୍ମହତ୍ୟା
5. ଯୁବପିଢିଙ୍କ ଠାରୁ ଧୁମ୍ରପାନ କମ କରିବାକୁ ଏହି ଦେଶ ନେଲା ବଡ ନିଷ୍ପତି
6. ଭିକ ମଗେଇବାକୁ ଦେହରେ ଢାଳି ଦେଲେ ଏସିଡ, ହାତଗୋଡ଼ ବି ଭାଙ୍ଗିଦେଲେ
7. ଷ୍ଟେଜ୍ ଉପରେ ଲୋକନୃତ୍ୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
8. ଗୁଳିମାଡ଼ ପରେ ପ୍ରଥମ ଥର କ୍ୟାମେରା ସାମ୍ନାରେ ଇମ୍ରାନ, କହିଲେ ଆକ୍ରମଣ ନେଇ ଥିଲି ଅବଗତ
9. Twitter Sacks Employees: ଟ୍ୱିଟର ଇଣ୍ଡିଆର ଅଧା କର୍ମଚାରୀଙ୍କୁ ଛଟେଇଘରେ