ଆପ୍ର ହ୍ବାଟ୍ସଆପରୁ ଅଳକା ବିଦା - removed
ଅଳକା ଲାମ୍ବାଙ୍କୁ ପାର୍ଟିର ହ୍ବାଟସଆପ ଗୃପରୁ ପୁଣି ଥରେ ହଟାଇ ଦିଆଯାଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ପଞ୍ଚମ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇବା ଯୋଗୁଁ ଅଳକାଙ୍କୁ ହ୍ବାଟସଆପ ଗୃପରୁ ହଟାଇ ଦିଆଯାଇଥିବା ସେ କହିଛନ୍ତି ।

ଫାଇଲ ଫଟୋ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଉପରେ ନାରାଜ ଥିବା ଚାନ୍ଦନୀ ଚୌକ ବିଧାୟକ ଅଳକା ଲାମ୍ବାଙ୍କୁ ପାର୍ଟିର ହ୍ବାଟସଆପ ଗୃପରୁ ପୁଣି ଥରେ ହଟାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।
ହ୍ବାଟ୍ସଆପ ଗୃପରେ ପାର୍ଟି ପ୍ରମୁଖ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସାମିଲ ଅଛନ୍ତି । ଗୃପରୁ ହଟାଇ ଦିଆଯାଇଥିବାରୁ ଅଳକା ଆପତ୍ତି ଜାହିର କରିବା ସହିତ ଦଳ ଛାଡିବା ନେଇ ମଧ୍ୟ ଘୋଷଣା କରିଛନ୍ତି । 2020ରେ ଅଳକା ଆପ୍ ଛାଡିବା ନେଇ ସନ୍ଦେସ ଦେଇଛନ୍ତି ।
ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ପଞ୍ଚମ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇବା ଯୋଗୁଁ ଅଳକାଙ୍କୁ ହ୍ବାଟସଆପ ଗୃପରୁ ହଟାଇ ଦିଆଯାଇଥିବା ସେ କହିଛନ୍ତି ।
Intro:Body:
Conclusion:
dfg
Conclusion: