ETV Bharat / snippets

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ - Srimandir Photo Viral

author img

By ETV Bharat Odisha Team

Published : Jun 3, 2024, 5:56 PM IST

puri shree mandir photos viral
puri shree mandir photos viral (ETV Bharat Odisha)

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ ।‌ ଶ୍ରୀମନ୍ଦିର ଭିତରେ ସେଲ୍ ଫି ଉଠାଇଲେ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଦୁଇଜଣ ଭକ୍ତ ଶ୍ରୀମନ୍ଦିର ଭିତର ବେଢାରେ ସେଲ୍ ଫି ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ତେବେ ଏହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଟୋ ଭାଇରାଲ୍ କରିଥିବା ଦୁଇଜଣ ଭକ୍ତ କେଉଁଠାର ଏବଂ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ କିଭଳି ନେଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରିବା ସହ ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଭକ୍ତଭଙ୍କ ମହଲରେ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ.... ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ! ଭିତର ବେଢ଼ାର ଫଟୋ ଭାଇରାଲ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.