ETV Bharat / snippets

ଅଲିମ୍ପିକ୍ସ ପୋଡିୟମରେ ପ୍ରେମ ନିବେଦନ; ଗୋଲ୍ଡ ଜିତିଲେ ଗାର୍ଲଫ୍ରେଣ୍ଡ, ପ୍ରପୋଜ୍ କଲେ ବୟଫ୍ରେଣ୍ଡ

author img

By ETV Bharat Sports Team

Published : Aug 3, 2024, 1:02 PM IST

Liu Yuchen proposed to his girlfriend
Liu Yuchen proposed to his girlfriend (@JyothishNPillai)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସ ପୋଡିୟମରେ ପ୍ରେମ ନିବେଦନ । ଗୋଲ୍ଡ ଜିତିଲେ ଗାର୍ଲଫ୍ରେଣ୍ଡ, ପ୍ରପୋଜ୍ କଲେ ବୟଫ୍ରେଣ୍ଡ ତଥା ସାଥୀ ଖେଳାଳି । ବ୍ୟାଡମିଣ୍ଟନରେ ହୁଆଙ୍ଗ ୟା କ୍ବିଅଙ୍ଗ୍ ଗୋଲ୍ଡ ଜିତିଲା ପରେ ପ୍ରେମ ନିବେଦନ କଲେ ଚାଇନୀଜ ଅଲିମ୍ପିକ ଖେଳାଳି ଲିଉ ୟୁଚେନ୍ । ସୋସଆଲ ମିଡିଆରେ ଫଟୋ, ଭିଡିଓ ଭାଇରାଲ । ଦୁହେଁ ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ଗୋଲ୍ଡ ଜିତିଛନ୍ତି । ଏପରିକି ପ୍ରଜୋଜକୁ ଗ୍ରହଣ କରିଛନ୍ତି ହୁଆଙ୍ଗ ୟା କ୍ବିଅଙ୍ଗ୍ । ଏପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ୟୁଜର୍ସ ଲେଖିଛନ୍ତି ଯେ ଚୀନ ଲୋକ ଗୋଲ୍ଡ ବି ଜିତୁଛନ୍ତି ଆଉ ଦିଲ ବି ଜିତୁଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.