ବିଧାନସଭା ବଜେଟ ଅଧିବେଶନ, ଦେଖନ୍ତୁ LIVE - Budget Session Live

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 5, 2024, 11:05 AM IST

Updated : Feb 5, 2024, 1:38 PM IST

ଭୁବନେଶ୍ବର: ଆଜିଠୁ ବିଧାନସଭାରେ ଆରମ୍ଭ ହେଲା ବଜେଟ ଅଧିବେଶନ । ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ଦେଇଛନ୍ତି । ଆସନ୍ତା 8 ତାରିଖରେ 2024-25 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ଚଳିତ ଅଧିବେଶନରେ ରହିଛି 7 କାର୍ଯ୍ୟ ଦିବସ । ଅଧିବେଶନ ପରେ ଦୁଇ ଦିନ ଧରି ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଏବେ କାମଚଳା ବଜେଟ ଆଗତ ହେବ । ଫେବୃଆରୀ 10 ଓ 11 ଶନିବାର ଓ ରବିବାର ଛୁଟି ରହିଛି । 13 ତାରିଖ ଚଳିତ ଅଧିବେଶନର ଶେଷ ଦିବସ ରହିଛି । ସେହିଦିନ ଫଟୋ ସେସନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବଜେଟରେ ଗୁରୁତ୍ୱ ଦିଆଯିବ । କାମଚଳା ବଜେଟରେ ସବୁ ବର୍ଗଙ୍କୁ ଖୁସି କରିବାକୁ ସରକାର ଚେଷ୍ଟା କରିପାରନ୍ତି ।

Last Updated : Feb 5, 2024, 1:38 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.