ଭର୍ତ୍ତୃହରିଙ୍କୁ ଟକ୍କର ଦେବାକୁ କେତେ ପ୍ରସ୍ତୁତ ସଂତୃପ୍ତ ? - Lok Sabha Election 2024

By ETV Bharat Odisha Team

Published : Apr 26, 2024, 8:58 PM IST

thumbnail

Lok Sabha Election 2024: କଟକ: ଏଥର ଲୋକସଭା ନିର୍ବାଚନରେ କଟକ ଦେଖିବ ହାଇପ୍ରୋଫାଇଲ ଲଢ଼େଇ । ଛଅ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ ଏବଂ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ହେବ ଲଢେଇ । କଟକ ଲୋକସଭା ସଂସଦୀୟ କ୍ଷେତ୍ରରୁ ଭର୍ତ୍ତୃହରି ଏଥର ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଏହି ସଂସଦୀୟ କ୍ଷେତ୍ର ପାଇଁ ନୂଆ ଚେହେରା । କେମିତି କରୁଛନ୍ତି ପ୍ରଚାର ? ନିର୍ବାଚନରେ ଜିତିବା ପାଇଁ ଅର୍ଥର ଭୂମିକା କେତେ ? ଭୋଟରଙ୍କୁ କେମିତି ନିଜ ସପକ୍ଷରେ ଆଣିବେ ? କଟକ ପିଚ୍‌କୁ ପଢି ସାରିଲେଣି କି ଡଃ ମିଶ୍ର ? ତମାମ ପ୍ରସଙ୍ଗରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.