ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଉଛନ୍ତି CEO, ଦେଖନ୍ତୁ ଲାଇଭ... - CEO Press Meet - CEO PRESS MEET

🎬 Watch Now: Feature Video

thumbnail

By ETV Bharat Odisha Team

Published : May 23, 2024, 11:34 AM IST

Updated : May 23, 2024, 11:52 AM IST

ଭୁବନେଶ୍ବର: ଦେଶରେ ଷଷ୍ଠ ତଥା ରାଜ୍ୟର ତୃତୀୟ ପର୍ଯ୍ଯାୟ ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ଓଡ଼ିଶାରେ ୬ଟି ଲୋକସଭା କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ମତ ଗ୍ରହଣ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ  । ପ୍ରଥମ ଦୁଇ ପର୍ଯ୍ୟାୟରେ ରାଜ୍ୟର ୯ ସଂସଦୀୟ କ୍ଷେତ୍ର ଓ ୬୩ ବିଧାନସଭା ପାଇଁ ମତଦାନ ହୋଇଛି । ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ଅନ୍ଯାନ୍ଯ ଆନୁସଙ୍ଗିକ ବ୍ଯବସ୍ଥା ବିଷୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଉଛନ୍ତି ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ଯାଳୟର ମିଡ଼ିଆ ସେଣ୍ଟରରୁ ଦେଖନ୍ତୁ ଲାଇଭ... 
Last Updated : May 23, 2024, 11:52 AM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.