thumbnail

By ETV Bharat Odisha Team

Published : Jun 4, 2024, 7:46 PM IST

Updated : Jun 4, 2024, 7:52 PM IST

ETV Bharat / Videos

ବିପୁଳ ବିଜୟ ପରେ ବିଜେପିର ପ୍ରେସମିଟ୍, ପାର୍ଟି କାର୍ଯ୍ୟାଳୟରୁ ଦେଖନ୍ତୁ LIVE - BJP press meet

ଭୁବନେଶ୍ବର: ଓଡ଼ିଶାରେ ବଡ ବିଜୟ ହାସଲ କରିବାକୁ ଯାଉଛି ବିଜେପି । ବିଗତ ୨୪ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ ଉପରେ ଭାରିପଡିଛି ୨୪ ଫଳାଫଳ । ସବୁ କଳ୍ପନାଜଳ୍ପନା ଓ ଆକଳନକୁ ପଛରେ ପକାଇ ଅପ୍ରତ୍ୟାତଶିତ ଭାବେ ଓଡ଼ିଶାରେ ବଡ଼ ବିଜୟର ବାନା ଉଡାଇଛି ବିଜେପି । ଚଳିତ ନିର୍ବାଚନରେ ନବୀନଙ୍କ ବିଜୁ ଜନତା ଦଳକୁ ବୃହତ୍ ପରାଜୟର ସାମ୍ନା କରିବାକୁ ପଡିଛି। ଏହାରି ସହିତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବାର ନବୀନଙ୍କ ସ୍ବପ୍ନ ଅଧୁରା ରହିଛି । ଉଭୟ ଲୋକସଭା ସମେତ ବିଧାନସଭା ଆସନରେ ବିଜେପି ଉଲ୍ଲେଖନୀୟ ସଫଳତା ସହ ସରକାର କରିବାକୁ ଯାଉଛି ବିଜେପି । ବିଧାନସଭାରୁ ୧୪୭ ଆସନରୁ ୮୦ ଏବଂ ୨୧ ଲୋକସଭା ଆସନରୁ ୧୮ ଆସନ ଜିତି ବିଜେପି ରୋମାଞ୍ଚକର ବିଜୟ ହାସଲ କରିଛି ।  ଓଡ଼ିଶାରେ ବିଜୟ ପରେ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି  । ଦେଖନ୍ତୁ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଲାଇଭ...
Last Updated : Jun 4, 2024, 7:52 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.