ଓଡିଶା

odisha

By ETV Bharat Odisha Team

Published : Jul 31, 2024, 10:28 PM IST

ETV Bharat / snippets

ବିଧାନସଭାରେ ପାରିତ ହେଲା ଲେଖାଅନୁଦାନ ବିଲ, ଅଗଷ୍ଟ ୨୦ ଯାଏଁ ଗୃହ ମୁଲତବୀ

Assembly Adjourned
Assembly Adjourned (ETV Bharat Odisha)

ଭୁବନେଶ୍ବର:ବିଧାନସଭାରେ ପାରିତ ହୋଇଛି ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବିଲ୍‌ । ଏହା ସହ 2024-25 ଆର୍ଥିକ ବର୍ଷର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଆଜି ଅଧିବେଶନ ଶେଷରେ ମୁଖ୍ୟମନ୍ତ୍ରୀ ଲେଖାନୁଦାନ ବିଲ ପାରିତ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗତ ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details