ଓଡିଶା

odisha

By ETV Bharat Odisha Team

Published : Jun 4, 2024, 3:14 PM IST

ETV Bharat / videos

ଜଗତସିଂହପୁରରେ ଭୋଟ ଗଣତି ଜାରି - Vote Counting

Vote Counting:ଜଗତସିଂହପୁର: ଜିଲ୍ଲାର ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଭୋଟ୍ ଗଣତି ଜାରି ରହିଛି । ଜଗତସିଂହପୁର, ପାରାଦ୍ୱୀପ, ବାଲିକୁଦା-ଏରସମା ଓ ତ୍ରିର୍ତ୍ତୋଲ ସରଂକ୍ଷିତ ଆସନ ପାଇଁ ଚାଲିଛି ଭୋଟ ଗଣତି । ଏଥିରେ 70ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ଏହି ଗଣତି ପ୍ରକ୍ରିୟା ଜାରି ରହିଛି ।

ଏହା ବି ପଢନ୍ତୁ...ବୌଦ୍ଧର ଉଭୟ ନିର୍ବାଚନ ମଣ୍ଡଳୀରେ ଗଣତି ପ୍ରାରମ୍ଭରେ ବିଜେପି ପ୍ରାର୍ଥୀ ଆଗୁଆ - Vote Counting

ଏହା ବି ପଢନ୍ତୁ...ରାଜ୍ୟର ସଂଖ୍ୟା ଗରିଷ୍ଠତା ଆଡକୁ ବଢୁଛି BJP, ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଆରମ୍ଭ କଲେଣି କର୍ମୀ - Odisha Election Result 2024

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ ଗଣତି । ବହୁ ସଂଖ୍ୟାରେ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି । ସକାଳ 7ଟାରୁ କର୍ମଚାରୀମାନେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ସିଲ ଖୋଲାଯାଇଥିଲା । ଏବେବି ଜାରି ରହିଛି ଗଣତି । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details