ଓଡିଶା

odisha

ETV Bharat / photos

ଫଟୋରେ ଖବର: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ଦେଶ, କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ଅଫିସର - Lok Sabha Elections 2024 - LOK SABHA ELECTIONS 2024

2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭାରତ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ରାତି ପାହିଲେ 102 ନିର୍ବାଚନମଣ୍ଡଳୀ 21ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହେବ । ତେବେ ଫଟୋରେ ଦେଖନ୍ତୁ କେଉଁଠି ଚାଲିଛି କିପରି ପ୍ରସ୍ତୁତି ।

By ETV Bharat Odisha Team

Published : Apr 18, 2024, 10:54 PM IST

ଜୟପୁର: ପୋଲିଂ ଅଫିସରମାନେ ନିଜ ପୋଲିଂ ଷ୍ଟେସନକୁ ଯିବା ଲାଗି ବଣ୍ଟନ କେନ୍ଦ୍ରରେ ବସ ଗୁଡ଼ିକ ଠିଆ ହୋଇଛି PHOTO: IANS
ଜୟପୁର: ପୋଲିଂ ଅଫିସରମାନେ ନିଜ ନିଜ ପୋଲିଂ ଷ୍ଟେସନକୁ ଯାଉଛନ୍ତି PHOTO: IANS
ଚେନ୍ନାଇ: ଜଣେ ପୋଲିଂ ଅଫିସର ଇଭିଏମ ମେସିନ ନେଉଛନ୍ତି PHOTO: IANS
ଚେନ୍ନାଇ: ଇଭିଏମ ମେସିନ ଧରି ଯାଉଛନ୍ତି ଜଣେ ପୋଲିଂ ଅଫିସର PHOTO: IANS
ଗୋଲାଘାଟ: ଡଙ୍ଗାରେ ନଦୀ ପାରି ହୋଇ ଯାଉଛନ୍ତି ପୋଲିଂ ଅଫିସର PHOTO: IANS
ମେରଟ: ମତଦାନ ଅଧିକାରୀମାନେ ଏକ ବଣ୍ଟନ କେନ୍ଦ୍ରରେ ଇଭିଏମ ଏବଂ ଅନ୍ୟାନ୍ୟ ନିର୍ବାଚନ ସହ ଜଡ଼ିତ ସାମଗ୍ରୀ ସଂଗ୍ରହ କରୁଛନ୍ତି PHOTO: IANS
ନାଗପୁର: ମତଦାନ ଅଧିକାରୀମାନେ ନିଜ ନିଜ ପୋଲିଂ ଷ୍ଟେସନକୁ ଯାଉଛନ୍ତି PHOTO: IANS
ଶ୍ରୀନଗର: ସୁରକ୍ଷା କର୍ମୀ ଓ ପୋଲିଂ ଅଫିସରମାନେ ନିର୍ବାଚନୀ ସାମଗ୍ରୀ ଧରି ପୋଲ ଡ୍ୟୁଟିରେ ଯାଉଛନ୍ତି PHOTO: IANS
ପାଟନା: ନିର୍ବାଚନୀ ଡ୍ୟୁଟିରେ ପୋଲିଂ ଅଫିସର PHOTO: IANS
ହରିଦ୍ବାର: ପୋଲିଂ ଅଫିସରମାନେ ଇଭିଏମ ସହ ଅନ୍ୟ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ସଂଗ୍ରହ କରୁଛନ୍ତି PHOTO: IANS

ABOUT THE AUTHOR

...view details