ପ୍ରଥମ ଇଲେକ୍ଟ୍ରିକ୍ କାର ଆଣୁଛି Maruti Suzuki; ଦେଖନ୍ତୁ ଫଟୋ
ମାରୁତି ସୁଜୁକି ଭାରତୀୟ ବଜାରରେ ବେଶ ଲୋକପ୍ରିୟତା ଅର୍ଜନ କରିଛି । ମାର୍କେଟ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ପ୍ରଥମ ଇଭି (ଇଲେକ୍ଟ୍ରିକ ଭେହିକଲ) ଆଣିବାକୁ ଯାଉଛି । ଏହି କାରର ନାମ ଇ-ଭିଟାରା ରଖାଯାଇଛି । ଯାହାକି 2025ରେ ଭାରତରେ ଲଞ୍ଚ ହେବାକୁ ଥିବା ବେଳେ ଏହା ଗୁଜୁରାଟ ପ୍ଲାଣ୍ଟରେ ଉତ୍ପାଦିତ ହୋଇ ବିଶ୍ବ ବଜାରକୁ ବିକ୍ରି ପାଇଁ ଯିବ । (Photo- Maruti Suzuki)
Published : Nov 6, 2024, 7:59 PM IST