ETV Bharat / bharat

ରାଶିଫଳ:ଏହା ରାଶିର ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂରଣ ହେବ, ଏମାନଙ୍କୁ ହେବ ଅର୍ଥଲାଭ - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କୁ ହେବ ଧନଲାଭ । କେଉଁମାନେ ରହିବେ ସତର୍କ । ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ ।

Odia Horoscope Predictions
Odia Horoscope Predictions (ETV Bharat)
author img

By ETV Bharat Odisha Team

Published : Feb 13, 2025, 8:50 AM IST

ମେଷ: ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍‌ଫିଟ୍‌ ଅନୁଭବ କରିପାରନ୍ତି । ଆପଣଙ୍କ ଦୈନଦିନ ବ୍ୟାୟାମ ଅଧିକ କରିବା ଆବଶ୍ୟକ ନାହିଁ । ଭ୍ରମଣ କରିବା ଯୋଜନା ଆଗକୁ ଘୁଞ୍ଚାନ୍ତୁ, କାର୍ଯ୍ୟ ସମାପ୍ତ କରିବା ପାଇଁ ଏଣେତେଣେ ଦୌଡ କରିବା ଅପେକ୍ଷା ଧୀର ମନ୍ତର ଗତିରେ କରନ୍ତୁ । ଖର୍ଚ୍ଚର ପରିମାଣ ବଢ଼ିପାରେ ।

Odia Horoscope Predictions
Odia Horoscope Predictions (ARIES)

ବୃଷ: ଆପଣ ଆଜି ସତର୍କତା ଏବଂ ସଞ୍ଜମ ରକ୍ଷା କରନ୍ତୁ । ପାଖ ଲୋକ ଶତ୍ରୁତା କରିପାରନ୍ତି । ଦୂରଯାତ୍ରା କରି ଶାରୀରିକ ପୀଡ଼ା ଭୋଗିପାରନ୍ତି । ଆପଣ ଚେଷ୍ଟା କଲେ ଏହାକୁ ସଂପୂର୍ଣ୍ଣ ଭାବରେ ଏଡାଇ ପାରିବେ । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ ।ମାତ୍ର ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତି ଲାଭବାନ ହେବେ ।

Odia Horoscope Predictions
Odia Horoscope Predictions (TAURUS)

ମିଥୁନ: ଆଜି ସମସ୍ତ ନୂତନ ବ୍ୟବସାୟ ପାଇଁ ଅନୁକୂଳ ରହିବ । ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀମାନେ ଲାଭାନ୍ୱିତ ଏବଂ ଉପଯୋଗୀ ହେବେ, କିନ୍ତୁ ସତର୍କତା ରୁହନ୍ତୁ । ଆପଣଙ୍କ ସହୋଦର କିମ୍ୱା ପଡୋଶୀଙ୍କର ଅଶିଷ୍ଟ ବ୍ୟବହାର ଯୋଗୁଁ ଆପଣଙ୍କୁ ଆଘାତ ଲାଗିପାରେ । ଯଥା ସମ୍ଭବ ବିବାଦରୁ ଦୂରେଇ ରହନ୍ତୁ । କିଛି ବ୍ୟକ୍ତି କିମ୍ୱା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ । କୌଣସି ଅବିଶ୍ୱାସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।

Odia Horoscope Predictions
Odia Horoscope Predictions (GEMINI)

କର୍କଟ: ନକାରାତ୍ମକ ଏବଂ ନିନ୍ଦୁ ଭାବନାରୁ ଦୂରେଇ ରହନ୍ତୁ । ଆପଣଙ୍କ ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥ ରହିପାରନ୍ତି । ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଯାହା ଫଳରେ ଘରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିବ । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ । ଛାତ୍ରଛାତ୍ରୀ ଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ୱା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ । ତଥାପି ନିରାଶ ହୁଅନ୍ତୁ ନାହିଁ ।

Odia Horoscope Predictions
Odia Horoscope Predictions (CANCER)

ସିଂହ: ଆଜି ଆପଣ ସ୍ୱଂୟ ଭରସାଯୋଗ୍ୟ ହେବା ସହିତ ନିର୍ଭୀକ ହେବେ । ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ । ମା-ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ । ସମାଜରେ ମର୍ଯ୍ୟଦା ରୂପେ ଉପରକୁ ଉଠିବେ । ମାତ୍ର ଆଜି ଆପଣଙ୍କର ଅଂହକାରକୁ ଦୂର କରନ୍ତୁ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧକୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।

Odia Horoscope Predictions
Odia Horoscope Predictions (LEO)

କନ୍ୟା: ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଚାକିରି ଖୋଜୁଥିବା ଲୋକଙ୍କ ପାଖରେ ଇଚ୍ଛା ମୁତାବକ ଚାକିରି ପାଇବାର ଯଥେଷ୍ଟ ସମ୍ଭାବନା ରହିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ଆର୍ଥିକ ଲାଭର ସମ୍ଭାବନା ଅଛି । ଶତ୍ରୁ ସଂଖ୍ୟା ବଢ଼ିପାରେ, ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ବିଦ୍ୟାର୍ଥୀ ସଫଳତା ପାଇବେ ।

Odia Horoscope Predictions
Odia Horoscope Predictions (VIRGO)

ତୁଳା: ଆଜି ଆପଣଙ୍କ ଦିନ ଭାଗ୍ୟଶାଳୀ ରହିବ । ଯାହା କରିବେ ସେଥିରୁ ଭଲ ଫଳ ପାଇବେ । ବନ୍ଧୁ ସାକ୍ଷାତ ହୋଇପାରେ । ବନ୍ଧୁମାନଙ୍କ ସହ ବୁଲିଯିବା ପାଇଁ ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ଗ୍ରହ ଆପଣଙ୍କର ଅର୍ଥ ଓ ସମ୍ପର୍କ ସପକ୍ଷରେ ।ସ୍ବାମୀ/ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବ । ଆୟର ନୂତନ ଉତ୍ସ ମିଳିବ ।

Odia Horoscope Predictions
Odia Horoscope Predictions (LIBRA)

ବିଛା: ଆଜି ଆପଣଙ୍କ ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ । ଗ୍ରହ ଆପଣଙ୍କ କାର୍ଯ୍ୟ ସପକ୍ଷରେ ଏବଂ ଆପଣ ପ୍ରଶଂସା, ଲାଭବାନ, ପଦୋନ୍ନତି ପାଇପାରନ୍ତି । ପିତାମାତା ଓ ବନ୍ଧୁବାନ୍ଧବଙ୍କ ଠାରୁ ମଧୁର ସମ୍ପର୍କ ଲାଭ କରିବେ । ଧନଧାନ୍ୟ ପାଇଁ ସମୟ ଅନୁକୂଳ ରହିବ । ବୈବାହିକ ସମ୍ପର୍କ ଉପଭୋଗ କରିବେ ଏବଂ ଜୀବନସାଥି ସହ ଭଲ ସମ୍ପର୍କ ହେବ । ସ୍ୱାସ୍ଥ୍ୟ ସ୍ଥିର ରହିବ । ବ୍ୟବସାୟୀମାନେ ଲାଭବାନ ହେବେ ।

Odia Horoscope Predictions
Odia Horoscope Predictions (SCORPIO)

ଧନୁ: ଆଜିର ଦିନ ପୁରାପୁରି ଭାବରେ ଠିକ୍‍ ରହିବ ନାହିଁ । ଶାରୀରିକ ପିଡା ଓ ଆଳସ୍ୟ ଅନୁଭବ କରିପାରନ୍ତି । ଶାନ୍ତି ମିଳିବା ଆଶା କମ ରହିପାରେ । ଦୁଃଚିନ୍ତା ବଢିବାର ସମ୍ଭାବନା ରହିଛି । ଆଜି ସାବଧାନତାର ସହ କାମ କରନ୍ତୁ । ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ମନମାଳିନ୍ୟ ହେବାର ସମ୍ଭାବନା ରହିଛି । ଯଥା ସମ୍ଭବ ନିଜ ପ୍ରତିଯୋଗି ତଥା ଶତ୍ତୁମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ ।

Odia Horoscope Predictions
Odia Horoscope Predictions (SAGITTARIUS)

ମକର: ସବୁ କାର୍ଯ୍ୟ ଠିକ୍‍ ଠାକ୍‍ ଚାଲିଥିବା ସତ୍ୱେ ଆପଣ ସନ୍ତୁଷ୍ଟ ହୋଇ ନପାରନ୍ତି । ମନରେ ନାକାରାତ୍ମକ ଚିନ୍ତା ବଢ଼ିପାରେ । କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରଶଂସା କରିବେ । କାର୍ଯ୍ୟଳୟ କାର୍ଯ୍ୟରେ ଦୂର ଯାତ୍ରା ହେବ । ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି । ଗଣ୍ଠି ଜନିତ ଯନ୍ତ୍ରଣା ଅନୁଭବ କରିପାରନ୍ତି । ନିଜ ବ୍ୟବସାୟୀ ସାଥିଙ୍କ ସହିତ ଶତ୍ରୁତା ହୋଇପାରେ ।

Odia Horoscope Predictions
Odia Horoscope Predictions (CAPRICORN)

କୁମ୍ଭ: ଆଜି ଆପଣ ପରିସ୍ଥିତି ଅନୁସାରେ ସଜାଗ ରୁହନ୍ତୁ । ବୈବାହିକ ଜୀବନ ସୁଖମୟ ହେବ । ବସ୍ତ୍ର, ଖାଦ୍ୟ, ଭ୍ରମଣ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଆପଣ ଖୁସି ରହିବେ । ଅନ୍ୟମାନେ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟ ଓ ବନ୍ଧୁତ୍ୱରୁ ଉପକୃତ ହେବେ । ମିଠା କଥା କହି ସମସ୍ତଙ୍କ ପ୍ରିୟ ଭାଜନ ହେବ । ଯେକୌଣସି କାର୍ଯ୍ୟ ପାଇଁ ଦିନଟି ଭଲ ।

Odia Horoscope Predictions
Odia Horoscope Predictions (AQUARIUS)

ମୀନ: ଆଜି ଆପଣ ଉତ୍ସାହିତ ରହିବେ । ନିର୍ବିଘ୍ନରେ ଆଗକୁ ବଢିବେ ସବୁ କୁଶଳ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ମାଆଙ୍କ ଠାରୁ ସୁଖବର ପାଇବେ । ବ୍ୟବସାୟରେ ଉନ୍ନତି କରିବେ । ଆୟର ପରିମାଣ ବୃଦ୍ଧି ପାଇବ । ସୁସ୍ବାଦୁ ଭୋଜନ କରିବେ । ସନ୍ଧ୍ୟା ସମୟରେ ଏକ ବଡ଼ ଖୁସି ଖବର ମିଳିପାରେ ।

Odia Horoscope Predictions
Odia Horoscope Predictions (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.