ଆଖି ଲାଖିଲା ପରି ଲୁକ୍; MG ଆଣୁଛି ପ୍ରଥମ ଇଲେକ୍ଟ୍ରିକ ସ୍ପୋର୍ଟସ କାର - MG CYBERSTER PHOTOS
![ଆଖି ଲାଖିଲା ପରି ଲୁକ୍; MG ଆଣୁଛି ପ୍ରଥମ ଇଲେକ୍ଟ୍ରିକ ସ୍ପୋର୍ଟସ କାର MG Cyberster](https://etvbharatimages.akamaized.net/etvbharat/prod-images/03-12-2024/1200-675-23034740-thumbnail-16x9-mg-cyberster.jpg?imwidth=3840)
ହାଇଦ୍ରାବାଦ: ଏମଜି ମୋଟର୍ସ ଭାରତରେ ପ୍ରଥମ ଇଲେକ୍ଟ୍ରିକ ସ୍ପୋର୍ଟସ କାର MG Cyberster ଲଞ୍ଚ କରିବାକୁ ଯାଉଛି । ଏହାକୁ ପ୍ରିମିୟମ MG Select retail ଚ୍ୟାନେଲ ଦ୍ବାରା ବିକ୍ରି କରାଯିବ । କାରର ଷ୍ଟାଇଲିସ୍ ଡିଜାଇନ ଓ ଲୁକ୍ କାର ଲଭରଙ୍କ ବ୍ୟତୀତ ସାଧାରଣ ଲୋକଟିକୁ ବି ଆକର୍ଷିତ କରୁଛି । 1960 ମସିହାରେ ବିକ୍ରି ହେଉଥିବା MG B Roadsterଠାରୁ ପ୍ରେରିତ ହୋଇ କାରଟି ନିର୍ମିତ । (Credit- MG Motor)
![ETV Bharat Tech Team author img](https://etvbharatimages.akamaized.net/etvbharat/prod-images/authors/tech-1716536216.jpeg)
Published : Dec 3, 2024, 7:52 PM IST