thumbnail

By

Published : Mar 24, 2022, 11:54 AM IST

Updated : Feb 3, 2023, 8:20 PM IST

ETV Bharat / Videos

11 ବର୍ଷ ପରେ କେନ୍ଦ୍ରାପଡା ପୌର ପାଇଁ ପଡୁଛି ଭୋଟ, ସ୍ଥିତି ପରଖିଲା ଇଟିଭି ଭାରତ

କେନ୍ଦ୍ରାପଡା: କଡା ସୁରକ୍ଷା ମଧ୍ୟରେ କେନ୍ଦ୍ରାପଡାରେ ପୌର ପାଇଁ ମତଦାନ ଆରମ୍ଭ ହୋଇଛି । ରାଜ୍ୟର ସର୍ବ ପୁରାତନ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ପାଇଁ ଦୀର୍ଘ ୧୧ ବର୍ଷ ପରେ ମତଦାନ କରାଯାଉଥିବାରୁ ଭୋଟରମାନେ ଖୁବ ଉତ୍ସାହିତ ହୋଇ ଭୋଟ ଦେଉଥିବା ଦେଖାଯାଇଛି । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇବା ଲକ୍ଷ୍ୟରେ ଭୋଟର । କେନ୍ଦ୍ରାପଡ଼ା ସହରର ୮ ନମ୍ବର ୱାର୍ଡର ୧୫ନମ୍ବର ବୁଥରେ କଣ ରହିଛି ଭୋଟରଙ୍କ ମୁଡ଼ ସେନେଇ ଭୋଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.