Voting Counting: ବିଜେଡି ଗଡରେ ବିଜୟ ବାନା ଉଡାଇଲା ବିଜେପି

By

Published : Feb 27, 2022, 2:51 PM IST

Updated : Feb 3, 2023, 8:18 PM IST

thumbnail
କଟକ: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଭୋଟ ଗଣତିର ଫଳ ପ୍ରକାଶ ପାଇଛି । ଗତକାଲି ୧୪ଟି ଜିଲ୍ଲା ପରିଷଦ ଜୋନରୁ ୧୩ଟି ବିଜେଡି ହାତକୁ ଯାଇଥିବାବେଳେ ଗୋଟିଏ ଆସନ ବିଜେପି ହାତକୁ ଯାଇଛି । ସେହିପରି ବିଜେଡିର ଗଡ଼ କୁହାଯାଉଥିବା ବାରଙ୍ଗ ବ୍ଲକ ୩୨ ନଂ ଜୋନକୁ ବିଜେପି ଦଖଲ କରିବାରେ ସଫଳ ହୋଇଛି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.