thumbnail

By

Published : Feb 16, 2022, 12:06 PM IST

Updated : Feb 3, 2023, 8:16 PM IST

ETV Bharat / Videos

ଚାଲିଛି ଭୋଟିଂ, ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ବାରିପଦା: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ମହାପର୍ବରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ନିଜ ଗାଁ ମୋରଡ଼ା ବ୍ଲକ ଖୁଣ୍ଟାପାଳ ଗ୍ରାମପଞ୍ଚାୟତରେ ଭୋଟ ଦେଇଛନ୍ତି । ଧର୍ମପତ୍ନୀ ଓ ପରିବାର ଲୋକଙ୍କ ସହ ଖୁଣ୍ଟାପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ୮ ନମ୍ବର ବୁଥରେ ସେ ମତ ସାବ୍ୟସ୍ତ କରିଛନ୍ତି । ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Feb 3, 2023, 8:16 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.