thumbnail

By

Published : Mar 19, 2022, 7:57 PM IST

Updated : Feb 3, 2023, 8:20 PM IST

ETV Bharat / Videos

Digital Dialogue: BJP ଜିତିଲେ 2ବର୍ଷରେ ଭୁବନେଶ୍ବର ହେବ ଏକ ନମ୍ବର

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଜାରି ରହିଛି ଘୋମାଘଟ ପ୍ରଚାର । ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦଖଲ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ହେଉଛି କଡା ଲଢେଇ । 3 ଦଳ 3 ଜଣ ଉଚ୍ଚ ଶିକ୍ଷିତାଙ୍କୁ ମେୟର ପ୍ରାର୍ଥିନୀ କରିଥିବାରୁ ଲଢେଇ ପୁରା ଟକ୍କର ହେଉଛି । ତେବେ କେମିତି ହେଉଛି ନିର୍ବାଚନ ପ୍ରଚାର ? ବିଏମସି ଦଖଲ ପରେ କଣ କରିବାକୁ ଯୋଜନା ରଖିଛି ବିଜେପି ? କାହିଁକି ବିଜେପିକୁ ମହାନଗରବାସୀ ଦେବେ ଭୋଟ ? ଏହି ତମାମ ପ୍ରସଙ୍ଗରେ ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ନିଜ ଆଭିମୁଖ୍ୟ ରଖିଛନ୍ତି ବିଜେପି ମେୟର ପ୍ରାର୍ଥିନୀ ଡକ୍ଟର ସୁନୀତ ମୁଣ୍ଡ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ ଓଡିଶା ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.