ଚଳନ୍ତା ଟ୍ରକରେ ଲାଗିଲା ନିଆଁ ଡ୍ରାଇଭର କଲେ ଏମିତି କାମ, ଦେଖନ୍ତୁ ଭିଡିଓ

By

Published : Mar 23, 2022, 7:48 PM IST

Updated : Feb 3, 2023, 8:20 PM IST

thumbnail
ମୁମ୍ବାଇ: ମାଲବାହୀ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ କ୍ଷଣିକ ମଧ୍ୟରେ ନିଆଁ ପୁରା ଟ୍ରକକୁ ବ୍ୟାପି ଯାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ନିକଟ ସୂରୟା ନଦୀ ନିକଟ ବ୍ରିଜର । ଫଳରେ ଡ୍ରାଇଭର ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିଟିକୁ ନଦୀ ମଧ୍ୟକୁ ନେଇ ଯାଇଥିଲେ । ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.