ETV Bharat / technology

ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି Infinixର ଫୋଲ୍ଡେବଲ ଫୋନ; ଦାମ ସାମସଙ୍ଗର ଅଧା - Infinix Zero Flip 5G Smartphone - INFINIX ZERO FLIP 5G SMARTPHONE

Infinix Zero Flip 5G SmartPhone: ଏବେ ଟ୍ରେଣ୍ଡରେ ଫୋଲ୍ଡେବଲ ସ୍ମାର୍ଟଫୋନ । ସାମସଙ୍ଗ ପରେ ପରେ ଏବେ Infinix ଏହି ଫୋନ ଲଞ୍ଚ କରିବାକୁ ଯାଉଛି । ଯାହାର ଦାମ ସାମସଙ୍ଗଠାରୁ ଅଧା ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Infinix Zero Flip 5G SmartPhone
Infinix Zero Flip 5G SmartPhone (Infinix)
author img

By ETV Bharat Tech Team

Published : Sep 23, 2024, 10:23 AM IST

ହାଇଦ୍ରାବାଦ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଏବେ ଧିରେ ଧିରେ ରେଗୁଲାର ଫୋନ ବଦଳରେ ଫ୍ଲିପ ଫୋନ ଉପରେ ଅଧିକ ଫୋକସ କରୁଛନ୍ତି । ଏହି ଟ୍ରେଣ୍ଡରେ ଏବେ ଇନଫିନିକ୍ସ ମଧ୍ୟ ସାମିଲ ହେବାକୁ ଯାଉଛି । କମ୍ପାନୀ ପକ୍ଷରୁ ଖୁବଶୀଘ୍ର ଏକ ଫୋଲ୍ଡେବଲ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । କାରଣ ଏହା କମ୍ପାନୀର ପ୍ରଥମ ଫୋଲ୍ଡେବଲ ଫୋନ ହେବାକୁ ଯାଉଛି । ମାର୍କେଟକୁ ଆସିବା ପୂର୍ବରୁ ଫୋନ ସମ୍ପର୍କରେ କିଛି ତଥ୍ୟ ଲିକ୍‌ ହୋଇଛି । ଯେଉଁଥିରେ ଫୋନର ଡିଜାଇନ ସାଙ୍ଗକୁ ଫିଚର୍ସ ସମ୍ପର୍କରେ ଜଣାପଡ଼ିଛି ।

ଭାରତରେ Infinix Zero Flip 5Gର ଦାମ କେତେ ହୋଇପାରେ ?

ମିଡିଆ ରିପୋର୍ଟ ଅନୁସାରେ ଇନଫିନିକ୍ସ ଜିରୋ ଫ୍ଲିପ 5ଜି ଫୋନ ଖୁବଶୀଘ୍ର ଭାରତ ସମେତ ବିଶ୍ବ ବଜାରରେ ଲଞ୍ଚ ହେବାକୁ ଯାଉଛି । ଭାରତରେ ଏହାର ଦାମ 50ହଜାରରୁ ଆରମ୍ଭ କରି 55ହଜାର ଟଙ୍କା ମଧ୍ୟରେ ରହିପାରେ । ସୂଚନା ଥାଉ କି Samsung ନିଜର ଗାଲାକ୍ସି ଜେଡ ଫ୍ଲିମ 6 ଫୋନକୁ ଭାରତରେ 1,09,999ଟଙ୍କାରେ ଲଞ୍ଚ କରିଛି । କିନ୍ତୁ ଇନଫିନିକ୍ସର ଏହି ଫୋଲ୍ଡେବଲ ଫୋନ ଭାରତୀୟ ବଜାରରେ ସାମସଙ୍ଗଠାରୁ ଅଧା ଦାମରେ ବିକ୍ରି ହେବ ।

ଫୋଲ୍ଡେବଲ ଫୋନ ଉପରେ ଆସିଲା ଦମଦାର ଅଫର; ମିଳିବ 30ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ - Foldable Mobile Offers (etvbharat.com)
Infinix Zero Flip 5G SmartPhone
Infinix Zero Flip 5G SmartPhone (Infinix)

Infinix Zero Flip 5Gରେ କଣ ରହିବ ଫିଚର୍ସ ?

  • 6nm MediaTek Dimensity 8020 ଚିପସେଟ୍‌
  • 8GB RAM ଓ 512ଜିବି ଷ୍ଟୋରେଜ
  • 6.9 ଇଞ୍ଚର Full HD+ LTPO AMOLED ଇନର ସ୍କ୍ରିନ
  • 3.64 ଇଞ୍ଚର କଭର ଡିସପ୍ଲେ
  • 120Hz ରିଫ୍ରେସ ରେଟ୍‌
  • 4,720mAh ବ୍ୟାଟେରୀ
  • ସାଇଡ ଫିଙ୍ଗରପ୍ରିଣ୍ଟ ସେନ୍ସର
  • ଡୁଆଲ ସ୍ପିକର
  • ମୋଟେଇ 7.64 mm (Unfolded) ଓ 16.04 mm (Folded)
  • 70W ଚାର୍ଜିଂ
  • ଗରିଲା ଗ୍ଲାସ ପ୍ରୋଟେକ୍ସନ
  • 2 କଲର ଅପସନ : ରକ୍‌ ବ୍ଲାକ ଓ ବ୍ଲସୋମ ଗ୍ଲୋ
Also Read: Tri Foldable smartphone: 3 ଫୋଲ୍ଡେବଲ ଫୋନ ଆଣୁଛି ଏହି କମ୍ପାନୀ, ବିଶ୍ବରେ ପ୍ରଥମ - World First Tri Foldable Smartphone

କ୍ୟାମେରା ହେବ ଜବରଦସ୍ତ:-

ଇନଫିନିକ୍ସର ଜିରୋ ଫ୍ଲିପ 5ଜିର କ୍ୟାମେରା ଜବରଦସ୍ତ ହେବାକୁ ଯାଉଛି । ଏଥିରେ ଅପଟିକାଲ ଇମେଜ ଷ୍ଟାବିଲାଇଜେନ ସହିତ 50MP ପ୍ରାଇମେରି କ୍ୟାମେରା ଓ ବାହାର ପଟେ 50MP ଅଲଟ୍ରା ୱାଇଡ କ୍ୟାମେରା ରହିବ । 50MP ସେଲଫି କ୍ୟାମେରା ମଧ୍ୟ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.