ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା, ଘେରିଲେ ବ୍ଳକ କାର୍ଯ୍ୟାଳୟ - ଖୋର୍ଦ୍ଧାରେ ମଦ ବିକ୍ରି ନେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

🎬 Watch Now: Feature Video

thumbnail

By

Published : May 25, 2022, 10:54 AM IST

ଖୋର୍ଦ୍ଧା: ଜିଲ୍ଲାରେ ମଦ ବିକ୍ରି ବନ୍ଦ ଦାବିରେ ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇଥିଲେ। ମଦ ଛାଡ଼ ଗାଁ ଗଢ଼ ଏପରି ନାରାଦେଇ ଗତକାଲି(ମଙ୍ଗଳବାର) ବୋଲାଗଡ଼ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହାସହ ତୁରନ୍ତ ଗାଁକୁ ମଦମୁକ୍ତ କରିବା ପାଇଁ ଜିଲ୍ଲାପାଳ ଓ ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି । ତୁରନ୍ତ ଗ୍ରାମ ଓ ପଞ୍ଚାୟତରେ ମଦ ବନ୍ଦ କରାନଗଲେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି ମହିଳା । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.