thumbnail

By

Published : Feb 15, 2021, 8:15 PM IST

ETV Bharat / Videos

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ମଦ ବାଣ୍ଟିବାକୁ କହିଲେ କଂଗ୍ରେସ ନେତ୍ରୀ, ଭିଡିଓ ଭାଇରାଲ

ଚଣ୍ଡୀଗଡ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ମଦ ବାଣ୍ଟିବାକୁ କହିଲେ ହିରିୟାଣା କଂଗ୍ରେସ ନେତ୍ରୀ, ଏହି ଭିଡିଓ ବେଶ ଭାଇରାଲ ହେବାର ଲାଗିଛି । ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ହରିଆଣା କଂଗ୍ରେସ ନେତ୍ରୀ ବିଦ୍ୟା ରାଣୀ ଦାନୋଡା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ ଦେଶର ରାଜଧାନୀରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମଦ ବଣ୍ଟନ କରିବାକୁ ଦଳୀୟ କର୍ମୀଙ୍କୁ କହିଛନ୍ତି । ସୂଚନାଥାଉକି ଦେଶରେ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଚାଲିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.