Ratha Yatra 2022: ତାଙ୍କରି ବିନା କିଛି ହୁଏ ନାହିଁ କହିଲେ ଧର୍ମେନ୍ଦ୍ର ପ୍ରଧାନ

By

Published : Jul 1, 2022, 7:19 PM IST

thumbnail
ପୁରୀ: ମହାପ୍ରଭୁଙ୍କ ବିନା ଆଜ୍ଞାରେ କେହି କିଛି କରିପାରେ ନାହିଁ । ମହାପ୍ରଭୁଙ୍କ ଡୋରି ନଲାଗିଲେ କେହି ରଥଯାତ୍ରାକୁ ଆସିପାରେ ନାହିଁ। ପୁରୀ ଆସି ମୁଁ ବହୁତ ଆନନ୍ଦିତ । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଲି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.