ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇଲେ ଉଦିତ ନାରାୟଣ, ଦେଖନ୍ତୁ ଭିଡିଓ - ଶାନ୍ତ ସିଂ ରାଜପୁତ

🎬 Watch Now: Feature Video

thumbnail

By

Published : Sep 22, 2020, 8:57 PM IST

ଲକ୍ଷ୍ନୌ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାପରେ ସାରା ଦେଶରେ ବଲିଉଡକୁ ନେଇ ଲୋକଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ବଲିଉଡରେ ଡ୍ରଗ୍ସର କାରବାରର ପର୍ଦ୍ଦାଫାଶ କରାଯାଉଛି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡାରେ ଏକ ବଲିଉଡ ଭଳି ଫିଲ୍ମ ସିଟି ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ଏକ ବୈଠକରେ ଯୋଗଦେବା ଅବସରରେ ସୁନାମଧନ୍ୟ ଗୀତିକାର ଉଦିତ ନାରାୟଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଗୀତ ଗାଇଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.