Good Video: ପାରମ୍ପାରିକ ନାଚଗୀତରେ ଝୁମିଲେ କୋବ୍ରା ୨୦୬ ବାଟାଲିୟନ - ପାରମ୍ପାରିକ ଗୀତରେ ଝୁମିଲ କୋବ୍ରା ୨୦୬ ବାଟାଲିୟନ ଟ୍ରୁପ୍
🎬 Watch Now: Feature Video
ରାୟପୁର: ପାରମ୍ପାରିକ ନାଚଗୀତରେ ଗାଁ ଲୋକଙ୍କ ସହ ଝୁମିଲେ ଯବାନ । ଛତିଶଗଡ ସୁକମା ମିନପା ଗାଁ(Minpa village of Sukma in Chhattisgarh)ରେ ଏକ ବିବାହ କାର୍ଯ୍ୟ ହୋଇଥିଲା । ଖୁସିର ଏହି ମୂହୁର୍ତ୍ତରେ ସାମିଲ ହୋଇଥିଲେ କୋବ୍ରା ୨୦୬ ବାଟାଲିୟନ ଟ୍ରୁପ୍ (Troops of CoBRA 206 Battalion dance) । ପାରମ୍ପାରିକ ଗୀତ ସହ ପାଦରେ ପାଦ ମିଳାଇ ସ୍ଥାନୀୟ ଲୋକଙ୍କ ସହ ନାଚିଥିଲେ ଯବାନ ।