କାର୍ଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ସାମାଜିକ କାର୍ଯ୍ୟକ୍ରମ - ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ସାମାଜିକ କାର୍ଯ୍ୟକ୍ରମ

🎬 Watch Now: Feature Video

thumbnail

By

Published : Jul 26, 2022, 9:03 PM IST

ବାଲେଶ୍ଵର: ବାଲେଶ୍ଵରର ସାମାଜିକ ଅନୁଷ୍ଠାନ ହେଲପିଙ୍ଗ୍ ସୋସାଇଟି ପକ୍ଷରୁ କାର୍ଗିଲ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ସିନେମା ଛକ ସହିଦ ପାର୍କରେ ସୋସାଇଟିର କର୍ମକର୍ତ୍ତା ପହଁଞ୍ଚି ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପରେ ଏକ କ୍ୟାଣ୍ଡଲ୍ ଶୋଭାଯାତ୍ରା କରାଯାଇଥିଲା । ଏଭଳି ମହାନ ଦିବସରେ ସୋସାଇଟି ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.