ତାମିଲନାଡୁ ମନ୍ତ୍ରୀଙ୍କ ପିଏ ଅପହରଣ, ଦେଖନ୍ତୁ ଲାଇଭ ଭିଡିଓ... - TN Minister's PA kidnapped shocking news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8906705-thumbnail-3x2-tamilnadu.jpg)
ଚେନ୍ନାଇ: ତାମିଲନାଡୁ ମନ୍ତ୍ରୀଙ୍କ ପିଏ ଅପହରଣ । ତାମିଲନାଡୁ ସରକାରର ପଶୁ ସମ୍ପଦ ମନ୍ତ୍ରୀ ଉଡୁମଲାଇଙ୍କ ସଚିବ କାନ୍ନନଙ୍କୁ 4 ଜଣ ଅଚିହ୍ନା ଯୁବକ ଅପହରଣ କରିନେଇଛନ୍ତି । ଅପହରଣ ସମୟର ଭିଜୁଆଲ ଆଶ୍ଚର୍ଯ୍ୟଜନକଭାବେ ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବର୍ତ୍ତମାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ