ସୁପ୍ରିମକୋର୍ଟଙ୍କ ରାୟ, ପ୍ରକଳ୍ପ ବିରୋଧୀଙ୍କୁ ଜବାବ ଦେଇଛି: ଦେବୀ ମିଶ୍ର

By

Published : Jun 3, 2022, 6:53 PM IST

thumbnail

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାର ଖାରଜ କରିବା ସହ ଆବେଦନକାରୀଙ୍କୁ ଜରିମାନା ଲଗାଇଛନ୍ତି । ଏହାକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି ପ୍ରକଳ୍ପର ନିନ୍ଦୁକଙ୍କ ମୁଁହରେ ଶକ୍ତ ଚାପୁଡା ମାରିଛନ୍ତି ସୁପ୍ରିମକୋର୍ଟ । ଏହାର ଅର୍ଥ ସରକାର ଆଇନ ଅନୁଯାୟୀ ଭକ୍ତଙ୍କ ସୁବିଧା ପାଇଁ କାମ କରୁଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.