୨ ବର୍ଷ ପରେ ସୁନା ବେଶରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

🎬 Watch Now: Feature Video

thumbnail
ପୁରୀ: ସୁନାବେଶ ବା ରାଜାଧିରାଜ ବେଶରେ ସଜେଇ ହୋଇଛନ୍ତି ତିନିଠାକୁର । ମହଣ ମହଣ ସୁନାରେ ଝଟକୁଛନ୍ତି ଚତୁର୍ଦ୍ଧା ବିଗ୍ରହ । ଦୁଇ ବର୍ଷ ପରେ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ବଡ ଠାକୁରଙ୍କୁ ସୁନା ମୁକୁଟ, ଅଣ୍ଟା ବିଛା, ଶଙ୍ଖ, ଚକ୍ର, ଶ୍ରୀପୟର ଆଦି ଲାଗି କରାଯାଇଛି । କାଳିଆ ସାଆନ୍ତଙ୍କୁ ସୁନାବେଶରେ ଦେଖି ସମସ୍ତେ ଭାବବିହ୍ବଳ ହୋଇପଡୁଛନ୍ତି । ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନରେ ନାଚି ଉଠୁଛନ୍ତି ଭକ୍ତ । ଶ୍ରୀଯିଉଙ୍କୁ ସୁନାବେଶରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଭକ୍ତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.