thumbnail

By

Published : Aug 12, 2022, 9:49 AM IST

ETV Bharat / Videos

ମଝି ଆକାଶରେ ବିମାନରୁ ଲିକ ହେଲା ପାଣି

ଭୋପାଳ: ସ୍ପାଇସଜେଟର ବିମାନ କମ୍ପାନୀର ପିଛା ଛାଡୁନି ବିବାଦ । ସ୍ପାଇସ୍ ଜେଟ୍ ବିମାନରେ ଯାତ୍ରା କରିବା ଯାତ୍ରୀମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ପ୍ରତିଦିନ କମ୍ପାନୀର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ବୁଧବାର ପୁଣି ଥରେ ମୁମ୍ବାଇ-ଜବଲପୁର(SG3003) ବିମାନରେ ତ୍ରୁଟି ସାମ୍ନାକୁ ଆସିଛି । ବୁଧବାର ୪.୫୫ ମିନିଟରେ ଉଡାଣ ଭରିଥିବା ମୁମ୍ବାଇ-ଜବଲପୁର ବିମାନରେ ପାଣି ଲିକ ହୋଇଥିଲା । ଏନେଇ ଯାତ୍ରୀମାନେ ଏୟାର ହୋଷ୍ଟେସକୁ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ସେ କୌଣସି ବିକଳ୍ପ ବ୍ୟବସ୍ଥା ନକରି ଯାତ୍ରୀଙ୍କୁ ଟିସୁ ପେରର ଦେଇଥିଲେ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶୁଣନ୍ତୁ କଣ କହୁଛନ୍ତି ଯାତ୍ରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.