thumbnail

By

Published : Nov 14, 2020, 4:12 PM IST

ETV Bharat / Videos

କାଶ୍ମୀରର ପୀରପଞ୍ଜାଲରେ ବର୍ଷର ପ୍ରଥମ ତୁଷାରପାତ, ଦେଖନ୍ତୁ ଭିଡିଓ...

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଜମ୍ମୁ କାଶ୍ମୀରର ପୀରପଞ୍ଜାଲ ଅଞ୍ଚଳରେ ତୁଷାରପାତ ହୋଇଛି । ସତେଜ ତୁଷାରପାତ ଏବଂ ବରଫ ବର୍ଷା ଯୋଗୁଁ ପ୍ରବଳ ଥଣ୍ଡା ସହ ଶୀତକୁ ଆହୁରି ବଢାଇ ଦେଇଛି । ଲୋକମାନେ ଗରମ ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି | ରାସ୍ତା ଘାଟ ଟ୍ରାଫିକ୍ ସବୁ ବନ୍ଦ ହୋଇଯାଇଛି।ଏହାର ପ୍ରଭାବରେ ମୋଗଲ ରୋଡ ବନ୍ଦ ହୋଇଛି । ଏହା ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବନ୍ଦ ରହିବ। ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.