ଦିନେ ନୁହେଁ ପ୍ରତିଦିନ ମାଆ ବାପାଙ୍କୁ ଭଲ ପାଇବା ଦରକାର: ଚିତ୍ରକର ସମରେନ୍ଦ୍ର
🎬 Watch Now: Feature Video
ବାରିପଦା: ବିଶ୍ବ ମାତୃ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ଚିତ୍ରକର । ନିଜ ମଆଙ୍କର ଚିତ୍ର କୁ ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଛନ୍ତି ଚିତ୍ରକର ସମରେନ୍ଦ୍ର । ମୟୂରଭଞ୍ଜ ବେତନଟୀ ବ୍ଲକର ଆଗଡା ଗ୍ରାମର ଯୁବ ଚିତ୍ରକର ସମରେନ୍ଦ୍ର ମାଆଙ୍କ ଚିତ୍ର ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଥିବା ଛାତ୍ର ମାନଙ୍କୁ ମଧ୍ୟ ସ୍ମକ ଆର୍ଟ ମାଧ୍ୟମରେ ଚିତ୍ର ଆଙ୍କିବା ବାରିପଦା: ବିଶ୍ବ ମାତୃ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ଚିତ୍ରକର । ନିଜ ମଆଙ୍କର ଚିତ୍ରକୁ ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଛନ୍ତି ଚିତ୍ରକର ସମରେନ୍ଦ୍ର । ମୟୂରଭଞ୍ଜ ବେତନଟୀ ବ୍ଲକର ଆଗଡା ଗ୍ରାମର ଯୁବ ଚିତ୍ରକର ସମରେନ୍ଦ୍ର ମାଆଙ୍କ ଚିତ୍ର ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଥିବା ଛାତ୍ର ମାନଙ୍କୁ ମଧ୍ୟ ସ୍ମକ ଆର୍ଟ ମାଧ୍ୟମରେ ଚିତ୍ର ଆଙ୍କିବା ଶିଖାଇଛନ୍ତି । ସ୍ମକ ଆର୍ଟ ମାଧ୍ୟମରେ ମାତୃ ଦିବସର ଶୁଭେଚ୍ଛା ଜଣାଇ କେବଳ ଏହି ଗୋଟିଏ ଦିନ ନୁହେଁ ପ୍ରତ୍ୟେକ ଦିନ ମାଆ ବାପାଙ୍କୁ ଭଲ ପାଇବା ଦରକାର ବୋଲି ବାର୍ତ୍ତା ଦେଇଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ