ଶୀତଳ ଷଷ୍ଠୀ ପାଇଁ କମ୍ପୁଛି ସହର - ଜଗତସିଂହପୁର ସୋମନାଥ ମନ୍ଦିରରେ ଶୀତଳ ଷଷ୍ଠୀ ଉତ୍ସବ

🎬 Watch Now: Feature Video

thumbnail

By

Published : Jun 4, 2022, 10:56 PM IST

ଜଗତସିଂହପୁର: ଜଗତସିଂହପୁର ସହରରେ ଥିବା ପ୍ରଭୁ ସୋମନାଥ ମନ୍ଦିରରେ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ବାବା ସୋମନାଥ ଓ ମା, ପାର୍ବତୀଙ୍କ ବିବାହ ମହୋତ୍ସବ ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି । ବିରାଟ ପଟୁଆରରେ ବାବା ସୋମନାଥଙ୍କୁ ବିବାହ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ତାଙ୍କ ସହ ମା’ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.