ପ୍ରେମକୁ କୁରାଢିରେ ହାଣିଲେ କଟିବନି: ସୁର ରାଉତରାୟ
🎬 Watch Now: Feature Video
ଭୁବନେଶ୍ବର: ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ କଳି ଘଟଣା । ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ । ଏ ନେଇ ସୁର କହିଛନ୍ତି, "ରାସ୍ତାଘାଟରେ ଏମିତି ହୁଅନି । ପରିବାରର ସମ୍ମାନ ଦେଖି ଯାହା ହୋଇଛି ତାକୁ ଭୁଲି ଯାଅ । ନିଜ ଜୀବନସାଥୀକୁ ଧରି ଖୁସିରେ ରୁହ ।"