thumbnail

By

Published : Aug 2, 2022, 10:20 PM IST

ETV Bharat / Videos

ନଦୀରେ ଫସିଗଲେ କାର୍ ସମେତ ୩ ଯୁବକ, ବିଳମ୍ବିତ ରାତିରେ ଉଦ୍ଧାର କଲେ ସୁରକ୍ଷାକର୍ମୀ

ଲକ୍ଷ୍ନୌ: ମଧ୍ୟରାତ୍ରୀରେ ନଦୀରେ ଫସି ରହିଥିବା କାର୍ ଯାତ୍ରୀଙ୍କୁ ଉଦ୍ଧାରକଲେ ସୁରକ୍ଷାକର୍ମୀ । ଉତ୍ତର ପ୍ରଦେଶ ହରିଦ୍ବାରରୁ ଋଷିକେଶ ଯାଉଥିବା ସମୟରେ ବୀନ ନଦୀରେ ଫସି ଯାଇଥିଲା କାର । ଏହି କାରରେ ଚାଳକଙ୍କ ସମେତ ୩ ଜଣ ଯୁବକ ଯାତ୍ରା କରୁଥିଲେ । ଆଖ ପାଖ ଅଞ୍ଚଳରେ କୌଣସି ବ୍ୟକ୍ତି ଦେଖାନଯିବାରୁ ରାତି ପ୍ରାୟ ୧୨ ଟା ୪୫ ସମୟରେ ସୁରକ୍ଷାକର୍ମୀଙ୍କୁ ଏନେଇ ଖବର ଦେଇଥିଲେ କାର୍ ଚାଳକ । ଖବର ପାଇ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଫସି ରହିଥିବା ଯୁବକମାନଙ୍କୁ ଉଦ୍ଧାର କରିବା ସହ କାରକୁ ମଧ୍ୟ ନଦୀର ବାହାର କରିଛନ୍ତି । ଦେଖନ୍ତୁ ଉଦ୍ଧାର ସମୟର ଭିଡିଓ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.