thumbnail

By

Published : Sep 10, 2022, 9:16 PM IST

ETV Bharat / Videos

ଚାଷୀ ପୁଅ ହେବେ ଡାକ୍ତର, ନିଟ୍ ପରୀକ୍ଷାରେ ପାଇଲେ ସଫଳତା

ବ୍ରହ୍ମପୁର: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପରିଚାଳନା କରାଯାଉଥିବା ନିଟ୍ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ଏକ କୃଷକ ପରିବାରର ବିଦ୍ୟାର୍ଥୀ ସଫଳତା ହାସଲ କରିଛନ୍ତି । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ମଥୁରା ଅଞ୍ଚଳର ଘନଶ୍ୟାମ ଦଳାଇଙ୍କ ପୁଅ ଶାନ୍ତନୁ ଦଳାଇ ମୋଟ 603 ମାର୍କ ରଖି ସର୍ବଭାରତୀୟ ସ୍ତରରେ 19678 ରାଙ୍କ ରଖିବାରେ ସକ୍ଷମ ହୋଇଛନ୍ତି । 2021 ମସିହାରେ ଶାନ୍ତନୁ ପ୍ରଥମ ଥର ପାଇଁ ପରୀକ୍ଷା ଦଇ ସଫଳ ହୋଇପାରିନଥିବା ବେଳେ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସେ ଦ୍ୱିତୀୟ ପ୍ରୟାସ କରି ଏଭଳି ସଫଳତା ପାଇଥିବା କହିଛନ୍ତି । ଏନେଇ ସଫଳ ଶାନ୍ତନୁଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.