ସୂକ୍ଷ୍ମ ବାଲୁକା କଳାରେ ମ୍ୟାଡମ ପ୍ରେସିଡେଣ୍ଟଙ୍କୁ ଶୁଭେଚ୍ଛା - ସୂକ୍ଷ୍ମ ବାଲୁକା କଳା ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

🎬 Watch Now: Feature Video

thumbnail

By

Published : Jul 25, 2022, 4:10 PM IST

ଯାଜପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଯାଜପୁରର ସୂକ୍ଷ୍ମ ବାଲୁକା ଶିଳ୍ପୀ । ନାଥସାହିର ରାକେଶ ପାତ୍ର ବିଭିନ୍ନ ସମୟରେ ବାଲିରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସୂକ୍ଷ୍ମ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଥାନ୍ତି l ସୋମବାର ସେ ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଏକ ସୂକ୍ଷ୍ମ ବାଲୁକା ମୂର୍ତ୍ତି ଗଢ଼ିଛନ୍ତି l ଏହିଭଳି ଭାବରେ ସେ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାକେଶ ତିଆରି କରିଥିବା ମ୍ୟାଡାମ ପ୍ରେସିଡେଣ୍ଟଙ୍କ ମୂର୍ତ୍ତି ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି l

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.