thumbnail

By

Published : Mar 30, 2021, 8:31 AM IST

ETV Bharat / Videos

ଟ୍ରେଲର ଦେଖିବା ପାଇଁ ସିନେମା ହଲ ଭାଙ୍ଗିଲେ ଦର୍ଶକ

ଅମରାବତୀ : ଫିଲ୍ମର ଟ୍ରେଲର ଦେଖିବା ପାଇଁ ସିନେମା ହଲର କାଚ ଗେଟ ଭାଙ୍ଗିଲେ ଦର୍ଶକ । ବିଶାଖାପାଟାନାମରେ ଥିବା ଏକ ହଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅଭିନେତା ପୱନ କଲ୍ୟାଣଙ୍କ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରେ ହଲରେ ଏଭଳି ଖଚାଖଚ ଭିଡ ହଲରେ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ହଲ ଗେଟ ଖୋଲିବା ମାତ୍ର ସୁଅ ପରି ମାଡି ଆସିଥିଲେ ଲୋକେ । ଫଳରେ କଚ ଗେଟ ଭାଙ୍ଗି ହଲ ଭିତରକୁ ପ୍ରବେଶ କଲାବେଳେ କିଛି ଲୋକେ ତଳେ ପଡି ଆହତ ହୋଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.