ତୁଷାରପାତରେ 6 କିମି ମା’-ନବଜାତକକୁ ବୋହିଲେ ଯବାନ - adgpi carried mother & newborn viral video news

🎬 Watch Now: Feature Video

thumbnail

By

Published : Jan 23, 2021, 7:51 PM IST

ଶ୍ରୀନଗର: ଦେଶ ସେବାରେ ସଦାସର୍ବଦା ନିଜକୁ ନିୟୋଜିତ ରଖିଥାନ୍ତି ଯବାନ । ଖରା, ବର୍ଷା ଓ ଶୀତକୁ ଖାତିର ନକରି ଯବାନ ଦେଶକୁ ସୁରକ୍ଷା ପ୍ରଦାନ କରନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏଡିଜିପିଆଇ ଯବାନଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଯବାନମାନେ ଘନ ବରଫପାତ ମଧ୍ୟରେ ଜାମ୍ମୁ କାଶ୍ମୀରର ଲୋଲାବ ଅଞ୍ଚଳରେ ଫସିରହିଥିବା ଜଣେ ମାଆ ଓ ନବଜାତ ଶିଶୁକୁ ଉଦ୍ଧାର କରି 6 କିଲୋମିଟର ବୋହି ନେଉଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.