thumbnail

By

Published : Sep 1, 2020, 8:09 PM IST

ETV Bharat / Videos

ବନ୍ୟାବିପନ୍ନଙ୍କୁ ଉଦ୍ଧାର କରୁଛି ବାୟୁସେନା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଦେଶର ବିଭିନ୍ନ ରାଜ୍ୟରେ ବନ୍ୟାର ବିଭୀଷିକା ଜାରି ରହିଛି । ପ୍ରବଳ ବର୍ଷାଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ଜନବସତିରେ ପଶିଛି ବନ୍ୟାଜଳ । ଆଉ ଦେଶବାସୀଙ୍କ ଏହି ବିପଦ ବେଳେ ସଦା ସର୍ବଦା ଲୋକଙ୍କ ସହ ରହିଛି ଭାରତୀୟ ବାୟୁସେନା । ମହାରାଷ୍ଟ୍ରର ବନ୍ୟାଞ୍ଚଳ ଚନ୍ଦ୍ରପୁର ଜିଲ୍ଲାରେ ଏନଡିଆରଏଫ ଓ ଏସଡିଆରଏଫ ମିଳିତ ଭାବରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.