ଆଜି ଆଇପିଏଲ ଫାଇନାଲ, ଟ୍ରଫି ହାତେଇବ କିଏ ? - ଦିଲ୍ଲୀ ଓ ମୁମ୍ବାଇ ଇଣ୍ତିଆସ୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9497628-thumbnail-3x2-ll.jpg)
କଟକ: ଦୁବାଇରେ ଆଜି ଆଇପିଏଲ ଫାଇନାଲ ମ୍ୟାଚ ଖେଳାଯିବା । ମୁହାଁମୁହିଁ ହେବେ ଦିଲ୍ଲୀ ଓ ମୁମ୍ବାଇ ଇଣ୍ତିଆସ୍ସ । ତେବେ, ଏହି ଆଇପିଏଲ ଟ୍ରଫି କିଏ ହାତେଇବ ସେନେଇ ନିମପୁର କ୍ଳବ କ୍ରିକେଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ