thumbnail

By

Published : Apr 3, 2021, 7:39 PM IST

ETV Bharat / Videos

ଲିଙ୍ଗରାଜ ମନ୍ଦିର ରଥଯାତ୍ରାକୁ ଅନୁମତି ଦିଆଯାଉ: ସୁର ରାଉତରାୟ

ଗୃହରେ ଲିଙ୍ଗରାଜ ମନ୍ଦିର ରଥଯାତ୍ରା ପ୍ରସଙ୍ଗ ଉଠାଇଲେ ସୁର ରାଉତରାୟ । ସମସ୍ତେ କୋଭିଡ ନିୟମ ମାନିବେ । ସରକାର ଖାଲି ରଥ ଟଣାକୁ ଅନୁମତି ଦିଅନ୍ତୁ ବୋଲି ବିଧାନସଭାରେ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.