ଭୁବନେଶ୍ବର ଇସ୍କନ ମନ୍ଦିରରେ ରଥଯାତ୍ରା

By

Published : Jul 1, 2022, 7:27 PM IST

thumbnail
ଭୁବନେଶ୍ବର: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ପୁରୀ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହୋଇଛି । ଏହି ଅବସରରେ ଆଜି ଭୁବନେଶ୍ବର ଇସ୍କନ ମନ୍ଦିରରେ ମଧ୍ୟ ଗଡିଛି ତିନି ରଥ । ହଜାର ହଜାର ଭକ୍ତ ଗହଣରେ ଶ୍ରୀଜଗନ୍ନାଥ ସାଙ୍ଗରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥରୁଢ ହୋଇ ଯାତ୍ରା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.