ITBP ଯବାନଙ୍କ ସ୍ବରରେ ସ୍ବର ମିଶାଇଲେ ପ୍ରତିରକ୍ଷାମନ୍ତ୍ରୀ
🎬 Watch Now: Feature Video
ଇଟାନଗର: ଯବାନଙ୍କ ସହ ବନ୍ଦେ ମାତରମ୍ ଗାଇଲେ ପ୍ରତିରକ୍ଷା ମନ୍ତ୍ରୀ । ITBP ଯବାନଙ୍କ ସହ ବନ୍ଦେ ମାତରମ୍ ଗୀତ ସ୍ବର ମିଶାଇଲେ ଗାଇଲେ ପ୍ରତିରକ୍ଷାମନ୍ତ୍ରୀ । ଆଜି ଅରୁଣାଞ୍ଚଳ ପ୍ରଦେଶ ଗସ୍ତ କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ଦିବଙ୍ଗ ପାର୍ବତ୍ୟାଞ୍ଚଳ ଅନିନିରେ ଥିବା ITBP କ୍ୟାମ୍ପ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ହିମ୍ବୀର ବା ITBP ଯବାନଙ୍କ ସହ କଥା ବାର୍ତ୍ତା ହୋଇଥିଲେ ରାଜନାଥ । ଯବାନମାନେ ଏହାପରେ ବନ୍ଦେ ମାତରମ୍ ଗୀତ ଗାଇଥିଲେ । ତାଙ୍କ ସ୍ବରରେ ସ୍ବର ମିଶାଇଥିଲେ ରାଜନାଥ ସିଂହ ।